Kishore Kumar Hits

Subhasish Mahakud - Priya Priya текст песни

Исполнитель: Subhasish Mahakud

альбом: Sohala Bayasa


ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ ନୁଆ
ହୋ, ମିଠା-ମିଠା ହସ ଚୋରା ଚାହାଣିରେ
ମିଠା-ମିଠା ହସ ଚୋରା ଚାହାଣିରେ
କଲୁ କିମିଆ
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା

ଫଗୁଣ ଫେରିଛି ସାତ ରଙ୍ଗ ନେଇ
ମୋ ମନ ରଙ୍ଗିଲା ସତେ ତୁମ ପାଇଁ
ହୋ, ଚଇତି ପବନେ ସିହରଣ ଜାଗେ
ଅବୁଝା ଏ ମନ ତୁମକୁ ହିଁ ଖୋଜେ
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ-ନୁଆ
ହୋ, ମିଠା-ମିଠା ହସ ଚୋରା ଚାହାଣିରେ
ମିଠା-ମିଠା ହସ ଚୋରା ଚାହାଣିରେ
କଲୁ କିମିଆ
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା

ଫୁଲ ସବାରିରେ ଆସିବ କି ସତେ?
ବନ୍ଧନର ଡୋରି ବାନ୍ଧିବ ମୋ ହାତେ
ହାଏ, ମତୁଆଲା ମନ ତୁମକୁ ଖୋଜୁଛି
ସପନର ଘର ତୋଳିକି ରଖିଛି
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ-ନୁଆ
ହୋ, ମିଠା-ମିଠା ହସ ଚୋରା ଚାହାଣିରେ
ମିଠା-ମିଠା ହସ ଚୋରା ଚାହାଣିରେ
କଲୁ କିମିଆ
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ
ତୁମ ପାଇଁ ସବୁ ଦିନ
ସବୁ ରାତି ଲାଗେ ନୁଆ ନୁଆ
ହୋ, ମିଠା-ମିଠା ହସ ଚୋରା ଚାହାଣିରେ
ମିଠା-ମିଠା ହସ ଚୋରା ଚାହାଣିରେ
କଲୁ କିମିଆ

Поcмотреть все песни артиста

Другие альбомы исполнителя

Похожие исполнители