Trupti Das - Brundabane Banshi Ke Bajaila текст песни
Исполнитель:
Trupti Das
альбом: Sradhanjali
ବୃନ୍ଦାବନେ ବଂଶୀ କେ ବଜାଇଲା?
ବୃନ୍ଦାବନେ ବଂଶୀ କେ ବଜାଇଲା?
ଏକା ରାଧା ରାଧା ନାମ ରାଇଲା
ଏକା ରାଧା ରାଧା ନାମ ରାଇଲା
ବୃନ୍ଦାବନେ ବଂଶୀ କେ ବଜାଇଲା?
ବୃନ୍ଦାବନେ ବଂଶୀ କେ ବଜାଇଲା?
ଛିଡିଲା ସେ ଛିଦ୍ର ଗଣ୍ଠି
ନିବିବନ୍ଧ ଗଲା ଫିଟି
ଛିଡିଲା ସେ ଛିଦ୍ର ଗଣ୍ଠି
ନିବିବନ୍ଧ ଗଲା ଫିଟି
ବସନ ପିନ୍ଧନ୍ତେ ତର ନୋହିଲା
ବୃନ୍ଦାବନେ ବଂଶୀ କେ ବଜାଇଲା?
ବୃନ୍ଦାବନେ ବଂଶୀ କେ ବଜାଇଲା?
ପାଷାଣ ହୋଇଲା ପାଣି
ଯମୁନା ବହେ ଉଜାଣି
ପାଷାଣ ହୋଇଲା ପାଣି
ଯମୁନା ବହେ ଉଜାଣି
ଝରଝର ମକରନ୍ଦ ବୋଳିଲା
ବୃନ୍ଦାବନେ ବଂଶୀ କେ ବଜାଇଲା?
ବୃନ୍ଦାବନେ ବଂଶୀ କେ ବଜାଇଲା?
ଏକା ରାଧା ରାଧା ନାମ ରାଇଲା
ଏକା ରାଧା ରାଧା ନାମ ରାଇଲା
Поcмотреть все песни артиста
Другие альбомы исполнителя