Kishore Kumar Hits

Rakhi - Ei Jhiaku Deli Mu Third Grade текст песни

Исполнитель: Rakhi

альбом: Jatha Rabanasya Mandodari (Original Motion Picture Soundtrack)


ଆରେ ଚାଲ୍ ହଟ୍ ରେ ମଣି ଓଃ duplicate ରାଣୀ
ଆଃ ଦୁରାଚାରି ପାପୀୟୋଂସି ଦୁଷ୍ଟ ପିଶାଚୁଣୀ
ଏ ଭଡାଟିଆ ରଜା ଆଉ ଖାଆ ନି ମୋ ଭେଜା
ତୋର ଶିରୋଛେଦ କରି ଦେବି ଖଣ୍ଡାରେ ହାଣୀ
ହଁ ନସ୍ତ୍ରକରଣ, ଭାଙ୍ଗିଦେବୀ ତୋର ଟାଣ
ଆଜି ଘୋଷଣା କରିବି ଏଇ ଗୋଟିଏ କଥା
ଶୁଣ ନିଦ୍ରିତ ରାଜନୀର (ନିଦ୍ରିତ ରାଜନୀର)
ହଁ, ଶୁଣ ନିଦ୍ରିତ ରାଜନୀର ଜାଗ୍ରତ ଜନତା (ଜାଗ୍ରତ ଜନତା)
ଏଇ ଝିଅକୁ ଦେଲି ମୁଁ third grade ର ମାନ୍ୟତା
(Third grade, third grade, third grade)
ଏ, ଶୁଣ ନିଦ୍ରିତ ରାଜନୀର ଜାଗ୍ରତ ଜନତା (ଜାଗ୍ରତ ଜନତା)
ଏଇ ପୁଅକୁ ଦେଲି ମୁଁ third grade ର ମାନ୍ୟତା
(Third grade, third grade, third grade)
ଆମେ party କଟ୍କୀ ଷଣ୍ଢ powder ଖାଇ ରାତିଦିନ ଅନା ମାରୁଛୁ ଦଣ୍ଡ
ତମ ଘର ବାଟେ ହବ ଉଦଣ୍ଡ ଚଟ୍କି ଗଲେ ଆମ ମୁଣ୍ଡ (ଆମ ମୁଣ୍ଡ)
ଚାଲିଯା ରାମ ଶିଆଳ ସାଢେ ପାଗଳ, ମୁଣ୍ଡବୁଲା ତୁ ଦେଶୀ ସେଉଳ
ଘରେ ପଛେ ନାଇଁ ଚୁଲି ଚାଉଳ ବାହାରେ କରୁଛୁ କେତେ ଖେଳ (କେତେ ଖେଳ)
ଆରେ, ଜାଣିନୁ party ଆମେ टपोरी छोरी, ରହିଥା ଟିକେ ବାଗେଇ
କସ ଦେଖେଇଲେ case ଖାଇଯିବୁ, ଦେବି ରେ ଭୋଗ ନଗେଇ
ଏ ମଣି, local ଟୋକା ଆମେ ଚାରି ଦଉଡି କଟା, ଅଡମା ଅଫୁଟା ତୋପ
Whistle ମାରି ତୁ କିଳାକୁ ଡାକ୍ ନା, ନବୁ ଲୋ double ବାମ୍ଫ
ତତେ ଦେବିନି ମୁଁ ଚଲେଇ, ଏ ସାରା market କୁ ହଲେଇ
ହଁ, dj ବଜେଇ କହିବି ଖାଲି ଗୋଟିଏ କଥା
ଶୁଣ ନିଦ୍ରିତ ରାଜନୀର (ନିଦ୍ରିତ ରାଜନୀର)
ଶୁଣ ନିଦ୍ରିତ ରାଜନୀର ଜାଗ୍ରତ ଜନତା (ଜାଗ୍ରତ ଜନତା)
ଏଇ ପୁଅକୁ ଦେଲି ମୁଁ third grade ର ମାନ୍ୟତା
(Third grade, third grade, third grade)
ହଁ, ଶୁଣ ନିଦ୍ରିତ ରାଜନୀର ଜାଗ୍ରତ ଜନତା (ଜାଗ୍ରତ ଜନତା)
ଏଇ ଝିଅକୁ ଦେଲି ମୁଁ third grade ର ମାନ୍ୟତା
(Third grade, third grade, third grade)
ହୁର୍, ଜୁମ୍ବା ଜାମ୍ବୋଲା କଂବା ବେଣୀ ତୋ ଲାମ୍ବା ଲାମ୍ବା ମନ ମୋ ଖୁରୁରୁ ଖୁମ୍ବା
ତୋର ଠାନେ ଠାଙ୍ଗରା ପିଲା, ଫୁସ୍-ଫାସ୍-ଫୁସ୍ ଫସିଗଲା I am ହରଡ଼ ଚମ୍ପା
ହୁସ୍, ମାତୁଲା ଛୁମା ଛୁମା ମନ ମୋ ହୁଲା ହୁଲା ଆରେ ମୋର ମହୁଲ ଫୁଲ
ମୁଇଁ ତୋର କନିଆଁ ମାଦଲ ତୁଇ ମୋର୍ ବର୍ଫୀ ଲାଲ ବଜା ରେ ଢୋଲ ମାଦଲ
ଆଲୋ ମୋର୍ ସୁରୁଜ୍ ମୁଖୀ ତତେ ନେବି ସାକ୍ଷୀ ରଖି
ତତେ ବରଣମାଳା ଦେଲି ଆରେ ନାଇଁ କର୍ କଥା
ଶୁଣ ନିଦ୍ରିତ ରାଜନୀର ଜାଗ୍ରତ ଜନତା (ଜାଗ୍ରତ ଜନତା)
ଏଇ ଝିଅକୁ ଦେଲି ମୁଁ ଥାଙ୍ଗରିନ୍ ର ମାନ୍ୟତା

Поcмотреть все песни артиста

Другие альбомы исполнителя

Похожие исполнители