Kishore Kumar Hits

Upendra Kumar - Prema Parijata Phula текст песни

Исполнитель: Upendra Kumar

альбом: Oriya Film Songs Vol-1


ପ୍ରେମ ପାରିଜାତ ଫୁଲ
ମନ ଯେ ନନ୍ଦନକାନନ
ପ୍ରେମ ପାରିଜାତ ଫୁଲ
ମନ ଯେ ନନ୍ଦନକାନନ
ପ୍ରେମ ସେତ କୋଣାରକ
ହୃଦୟଟା ଝାଉଁବଣ
ପ୍ରେମ ପାରିଜାତ ଫୁଲ
ମନ ଯେ ନନ୍ଦନକାନନ
ପ୍ରେମ ସେତ କୋଣାରକ
ହୃଦୟଟା ଝାଉଁବଣ

ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ
ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ
ନିତି ଆସେ ନିତି ହେଲେ ରହେନାହିଁ
ମନେ କାରି ରୁଷିବାକୁ ଚାହେଁନାହିଁ
ଏ କଥା କୁହନା, ବୁଝେନା, ବାହାନା ମୋ ମନ
ପ୍ରେମ ପାରିଜାତ ଫୁଲ
ମନ ଯେ ନନ୍ଦନକାନନ
ପ୍ରେମ ସେତ କୋଣାରକ
ହୃଦୟଟା ଝାଉଁବଣ

ପ୍ରେମ କଇଁଫୁଲ ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତିରୀତି
ପ୍ରେମ କଇଁଫୁଲ ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତିରୀତି
ପ୍ରେମ ଏଇ ଜୀବନର ହୃଦଫୁଲ
ଗୀତ ବିନା ଆମର ତ ନାହିଁ ମୂଲ
ତୁଟିବ ନାହିଁଟି ଆମରି ମିଳନ, ବନ୍ଧନ (ତୁଟିବ ନାହିଁଟି ଆମରି ମିଳନ, ବନ୍ଧନ)
ପ୍ରେମ ପାରିଜାତ ଫୁଲ (ଲା-ଲା-ଲା)
ମନ ଯେ ନନ୍ଦନକାନନ (ଲା-ଲା-ଲା)
ପ୍ରେମ ସେତ କୋଣାରକ (ଲା-ଲା-ଲା)
ହୃଦୟଟା ଝାଉଁବଣ (ଲା-ଲା-ଲା)
ହୃଦୟଟା ଝାଉଁବଣ (ଲା-ଲା-ଲା)
ହୃଦୟଟା ଝାଉଁବଣ (ଲା-ଲା-ଲା)

Поcмотреть все песни артиста

Другие альбомы исполнителя

Похожие исполнители