Kishore Kumar Hits

Bhikhari Bala - Jebanare Thibi текст песни

Исполнитель: Bhikhari Bala

альбом: Bada Deula


ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
ଦର୍ଶନ କରିବି ଯାଇ ଶ୍ରୀମଧୁ ସୁଦନ
ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
ଦର୍ଶନ କରିବି ଯାଇ ଶ୍ରୀମଧୁ ସୁଦନ
ଜୀବନରେ ଥିବି ଯେବେ...

ରାଧା କୁଣ୍ଡେ, ଶ୍ୟାମ କୁଣ୍ଡେ କରିବି ସ୍ନାହାନ
ରାଧା କୁଣ୍ଡେ, ଶ୍ୟାମ କୁଣ୍ଡେ କରିବି ସ୍ନାହାନ
ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ
ଜୀବନରେ ଥିବି ଯେବେ...

ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ
ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ
ମୁନି କି ଦୁର୍ଲଭ ଯେହୁ ମୁନି କି ଭାଜନ
ଜୀବନରେ ଥିବି ଯେବେ...

ରାହାସର ଧୂଳି ଅଙ୍ଗେ କରିବି ଲେପନ
ରାହାସର ଧୂଳି ଅଙ୍ଗେ କରିବି ଲେପନ
କୁଞ୍ଜେ-କୁଞ୍ଜେ ତରୁ ମୂଳେ କରିବି ଶୟନ
ଜୀବନରେ ଥିବି ଯେବେ...

Поcмотреть все песни артиста

Другие альбомы исполнителя

Похожие исполнители