Bhikhari Bala - Ana Anare Meeta текст песни
Исполнитель:
Bhikhari Bala
альбом: Bada Deula
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ତାହାରି ତଳେ ବିଜେ ଜଗତନାଥ
ତାହାରି ତଳେ ବିଜେ ଜଗତନାଥ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ସାଗର ନିତି ଯା'ର ଚରଣ ଧୁଏ
ଭକତ ନିତି ଯା'ର ବନ୍ଦନା ଗାଏ
ସାଗର ନିତି ଯା'ର ଚରଣ ଧୁଏ
ଭକତ ନିତି ଯା'ର ବନ୍ଦନା ଗାଏ
ଚିକଣ କାଳିଆ ମନ ମୋହନିଆ
ଚିକଣ କାଳିଆ ମନ ମୋହନିଆ
ସେହି ରୂପେ ଟି ମୋହେ ସାରା ଜଗତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ପତିତ ଦୀନ ଦୁଃଖୀ ଉଧାର ପାଇଁ
ଭାଇ ଭଉଣୀ ମେଳେ ବସିଛି ରହି
ପତିତ ଦୀନ ଦୁଃଖୀ ଉଧାର ପାଇଁ
ଭାଇ ଭଉଣୀ ମେଳେ ବସିଛି ରହି
ବରଷକେ ଥରେ ନନ୍ଦୀଘୋଷ ପରେ
ବରଷକେ ଥରେ ନନ୍ଦୀଘୋଷ ପରେ
ବଡ଼ ଦାଣ୍ଡରେ ଆସେ ଉଡ଼ାଇ ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ତାହାରି ତଳେ ବିଜେ ଜଗତନାଥ
ତାହାରି ତଳେ ବିଜେ ଜଗତନାଥ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଅନା, ଅନା ରେ ମିତ
ଢଳି ଢଳିକି ରଙ୍ଗେ ଉଡୁଛି ନେତ
ଉଡୁଛି ନେତ, ଉଡୁଛି ନେତ
Поcмотреть все песни артиста
Другие альбомы исполнителя