Bhikhari Bala - Bhaja Aleka Bayee текст песни
Исполнитель:
Bhikhari Bala
альбом: Bhabisya Malika
କର ବିବେକ ଶ୍ରବଣ
କହୁଛି ଡାକ ବଚନ
କଳି ଅନ୍ଧକାର ପଡ଼ିବ ମହୀର
କଳି ଅନ୍ଧକାର ପଡ଼ିବ ମହୀର
ଅଜ୍ଞାନ ହୋଇବ ମହୀ
((ତାହେଲେ କଣ କରିବା ଗୋସେଇଁ?))
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ଗାୟତ୍ରୀ ଛାଡ଼ିବେ ଦ୍ୱିଜ
ଗାରେଡ଼ି କରିବେ ହେଜ
ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଖାଣିବେ
ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଖାଣିବେ
ଗୋପାଳେ ହେବେ ଗୋସାଇଁ
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ଡ଼କାୟିତ ହେବ କର୍ମ
ଡଙ୍ଗା ବୁଡିବ ଅଧର୍ମ
ଡ଼କାୟିତପଣ କରିବେ ସୃଜନ
ଡ଼କାୟିତପଣ କରିବେ ସୃଜନ
ମହା ପ୍ରସାଦ ନିୟମ ଦେଇ
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ଅଦିନେ ବରଷା ହେବ
ଅକାଳେ ନଦୀ ବଢିବ
ଅପାଳକ ହୋଇ ନାଶ ଯିବ ମହୀ
ଅପାଳକ ହୋଇ ନାଶ ଯିବ ମହୀ
କ୍ଷୀର ହୀନ ହେବେ ଗାଈ
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ତୁଣ୍ଡ ପ୍ରବଳ ହୋଇବ
ତୁନି ହେବେ ସନ୍ଥ ସର୍ବ
ଗୋଡ଼ାଣିଆମାନେ ବସିବେ ଆସନେ
ଗୋଡ଼ାଣିଆମାନେ ବସିବେ ଆସନେ
ତଳେ ବସିବେ ବିବେକ
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ଜଗନ୍ନାଥଙ୍କ ଦେଉଳ
ଖସି ପଡ଼ିବ ପଥର
ଜଗମୋହନରେ ଚତୁର୍ଦ୍ଧା-ମୂରତି
ଜଗମୋହନରେ ଚତୁର୍ଦ୍ଧା-ମୂରତି
ରହିବେଟି ମାସ ତେର
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
ହରି କଳ୍କୀ ରୂପ ଧରି
ଭୟ ଉପରେ ବିହରି
ହାଣି ଦୁଷ୍ଟ-ଜନ ସନ୍ଥକୁ ରଖିବେ
ହାଣି ଦୁଷ୍ଟ-ଜନ ସନ୍ଥକୁ ରଖିବେ
କରେ ସୁଦର୍ଶନ ଧରି
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
♪
କ୍ଷେତ୍ର ବଡ଼ ଯଜ୍ଞ ସ୍ଥାନ
ଖେଳଟି ମଧ୍ୟରେ ଜାଣ
କ୍ଷୀ କ୍ଷେତ୍ରେ ଆରତ କହିଗଲେ ସତ୍ୟ
କ୍ଷୀ କ୍ଷେତ୍ରେ ଆରତ କହିଗଲେ ସତ୍ୟ
ସତ୍ୟ ଏ ଡାକ ବଚନ
(ତାହେଲେ କଣ କରିବା ଗୋସେଇଁ?)
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
ମୋ ଭଜ ଅଲେଖ ବାଇ, ମୋ ଭଜ ଅଲେଖ ବାଇ
Поcмотреть все песни артиста
Другие альбомы исполнителя