Kishore Kumar Hits

Bhikhari Bala - Kahinki Mo Thare текст песни

Исполнитель: Bhikhari Bala

альбом: Giri Tolia


କାହିଁକି ମୋ ଠାରେ ହେଳା ହେ?
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
ଡ଼ାକିଲେ ନଶୁଣ କିଞ୍ଚିତେ
ଡ଼ାକିଲେ ନଶୁଣ କିଞ୍ଚିତେ
ଡ଼ାକି-ଡ଼ାକି ମୋର ଶୁଖିଲାଣି ଗଳା
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
ଯେତେ ଡାକିଲି ମୁଁହି, ଡାକ ଶୁଭିଲା ନାହିଁ
ଯେତେ ଡାକିଲି ମୁଁହି, ଡାକ ଶୁଭିଲା ନାହିଁ
ନଶୁଣିଲ ନନ୍ଦବଳା, ହେ, ନଶୁଣି ଲ ନନ୍ଦବଳା
ହୃଦୟ ଏଡ଼େ ଦାରୁଣ, ନଶୁଣୁଛ ନାରାୟଣ ହେ
ହୃଦୟ ଏଡ଼େ ଦାରୁଣ, ନଶୁଣୁଛ ନାରାୟଣ ହେ
ହୃଦେ ଧରି ବନମାଳା
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
କାହିଁକି ମୋ ଠାରେ ହେଳା ହେ?
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
ହୃଦୟ ଏଡ଼େ ନିଷ୍ଠୁର, ନଶୁଣ ରଙ୍ଗା ଅଧର
ହୃଦୟ ଏଡ଼େ ନିଷ୍ଠୁର, ନଶୁଣ ରଙ୍ଗା ଅଧର
କେଣେ କର କେଳା-ଲୀଳା?
ହେ ପ୍ରଭୁ, କେଣେ କର କେଳା-ଲୀଳା?
କହେ ଅଭିରାମ ବାଇ, ନ ଶୁଣ ହେ ଭାବଗ୍ରାହି
କହେ ଅଭିରାମ ବାଇ, ନ ଶୁଣ ହେ ଭାବଗ୍ରାହି
ଭାସି ଯାଉଛି ପାଗଳା ହେ
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
କାହିଁକି ମୋ ଠାରେ ହେଳା ହେ?
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
ଡ଼ାକିଲେ ନଶୁଣ କିଞ୍ଚିତେ
ଡ଼ାକିଲେ ନଶୁଣ କିଞ୍ଚିତେ
ଡ଼ାକି-ଡ଼ାକି ମୋର ଶୁଖିଲାଣି ଗଳା
ଚକା-ଡୋଳା, ଚକା-ଡୋଳା, ଚକା-ଡୋଳା
ଚକା-ଡୋଳା, ଚକା-ଡୋଳା

Поcмотреть все песни артиста

Другие альбомы исполнителя

Похожие исполнители