Bhikhari Bala - Badathakura Chhamure текст песни
Исполнитель:
Bhikhari Bala
альбом: Neeladri Natha
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବସିଛୁ ବୈକୁଣ୍ଠ ପୂରେ, ବୁଡ଼ିଛୁ କ୍ଷୀରସାଗରେ
ବ୍ୟପିଛୁ ତୁ ଚରାଚରେ, ବସିଛୁ ତୁ ମୋର ଶରୀରେ
ଅଜ୍ଞାନ ମୁଁହିଁ ତୋତେ ରେ ଜାଣି ନପାରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବାରଣ ବାରଣ ହରି...
ବାରଣ କାରଣ ହରି, ବାଙ୍କ ଚୁଳିଆ କଂସାରି
ବାରଣ କାରଣ ହରି, ବାଙ୍କ ଚୁଳିଆ କଂସାରି
ବାରେବକ୍ରେ ଯାହାମୋତେ ଆକୁଳେ ଚାହିଁଛି
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବାରଣ କର କଷଣ...
ବାରଣ କର କଷଣ ବିଶ୍ୱପତି ନାରାୟଣ
ବାରଣ କର କଷଣ ବିଶ୍ୱପତି ନାରାୟଣ
ବାଙ୍କନିଧି ବ୍ରଜଚନ୍ଦ୍ର ଭରଷା ତୋ ଠାରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବସିଛୁ ବୈକୁଣ୍ଠ ପୂରେ, ବୁଡ଼ିଛୁ କ୍ଷୀରସାଗରେ
ବ୍ୟପିଛୁ ତୁ ଚରାଚରେ, ବସିଛୁ ତୁ ମୋର ଶରୀରେ
ଅଜ୍ଞାନ ମୁଁହିଁ ତୋତେ ରେ ଜାଣି ନପାରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
ବଡ଼ଠାକୁର ଛାମୁରେ ବଡଦୁଃଖି ଜଣା କରେ
Поcмотреть все песни артиста
Другие альбомы исполнителя