Bhikhari Bala - Kete Dura текст песни
Исполнитель:
Bhikhari Bala
альбом: Punya Tirtha
କେତେ ଦୂର?
କେତେ ଦୂର?
କେତେ ଦୂର?
♪
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
ଚଉବାହା ମେଲି କୋଳେଇ ନେବୁ କି?
ଚଉବାହା ମେଲି କୋଳେଇ ନେବୁ କି?
କର ଚରଣେ ମୋ ନାହିଁ ବଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
♪
କଳାମୁଖ, ଆହେ କଳାମୁଖ
କଳାମୁଖ, ଆହେ କଳାମୁଖ
ମୋ ଜୀବନେ ଏକା ସୁଖଦୁଃଖ
କଳାମୁଖ, ଆହେ କଳାମୁଖ
ମୋ ଜୀବନେ ଏକା ସୁଖଦୁଃଖ
ତୋ କଳା ବଦନ, ନାଚୁଛି ନୟନ
ତୋ କଳା ବଦନ, ନାଚୁଛି ନୟନ
ମନା ମାନୁନାହିଁ ଲୁହଧାର
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
♪
ପାରୁନାହିଁ, ଚାଲି ପାରୁନାହିଁ
ପାରୁନାହିଁ, ଚାଲି ପାରୁନାହିଁ
ଏ ଜୀବନ ପଥ ସରୁନାହିଁ
ପାରୁନାହିଁ, ଚାଲି ପାରୁନାହିଁ
ଏ ଜୀବନ ପଥ ସରୁନାହିଁ
କେଉଁ ଡ଼ୋର ମୋତେ ଆଗେ ଟାଣିନବ?
କେଉଁ ଡ଼ୋର ମୋତେ ଆଗେ ଟାଣିନବ?
ଯମଡ଼ୋର କିବା ତୋର ଡ଼ୋର
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
ଚଉବାହା ମେଲି କୋଳେଇ ନେବୁ କି?
ଚଉବାହା ମେଲି କୋଳେଇ ନେବୁ କି?
କର ଚରଣେ ମୋ ନାହିଁ ବଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
କେତେ ଦୂର? ଆଉ କେତେ ଦୂର?
ଆଖି ପାଉନି ତୋ ନୀଳାଚଳ
Поcмотреть все песни артиста
Другие альбомы исполнителя