Bhikhari Bala - Dukha Nasana He текст песни
Исполнитель:
Bhikhari Bala
альбом: Jagabandhu Hey Gosain
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ବେଳୁ ବେଳ ଦୁଃଖ ପ୍ରବଳ ହେଉଛି, ବେଳୁ ବେଳ ଦୁଃଖ ପ୍ରବଳ ହେଉଛି
ବିଜୁଳି ଯେ ସନେଘନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
♪
ଅନାଥର ନାଥ, ନୀଳଗିରିନାଥ
ଅନାଥର ନାଥ, ନୀଳଗିରିନାଥ
ଜଗନ୍ନାଥ ଲଷ୍ମୀସାଇଁ
ଅରକ୍ଷିତକୁ ତ ରଖିଦେଉନାହଁ, ଅରକ୍ଷିତକୁ ତ ରଖିଦେଉନାହଁ
ଭବଜଳରେ ଭସାଇ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
♪
ଏଡ଼େ ନିଷ୍ଠୁର ତ ହେଲ ମୋହ ବେଳେ
ଏଡ଼େ ନିଷ୍ଠୁର ତ ହେଲ ମୋହ ବେଳେ
ଦୁଃଖୀଜନ ହୀନ ଠାରେ
ଦୀନଜନ ମାନେ ଗୁହାରୀ କରନ୍ତି, ଦୀନଜନ ମାନେ ଗୁହାରୀ କରନ୍ତି
ନ ଶୁଣ କି ତୁମ୍ଭେ ବାରେ?
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
♪
ପଡୁ ମୋ ଦୃଷ୍ଟ, ଅନ୍ନବସ୍ତ୍ର କଷ୍ଟ
ପଡୁ ମୋ ଦୃଷ୍ଟ, ଅନ୍ନବସ୍ତ୍ର କଷ୍ଟ
ଏଡ଼େ ବଡ଼ ପ୍ରଭୂ ଥାଉ
ବନମାଳୀ ବନେ ଚଞ୍ଚଳ ମୋ ମନ, ବନମାଳୀ ବନେ ଚଞ୍ଚଳ ମୋ ମନ
ପଦ୍ମପାଦେ ତୁମ୍ଭ ରହୁ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ବେଳୁ ବେଳ ଦୁଃଖ ପ୍ରବଳ ହେଉଛି, ବେଳୁ ବେଳ ଦୁଃଖ ପ୍ରବଳ ହେଉଛି
ବିଜୁଳି ଯେ ସନେଘନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
ଦୁଃଖ ନାସନ ହେ, ସୁଖ ନ ପାଇଲି ଦିନେ
Поcмотреть все песни артиста
Другие альбомы исполнителя