Kishore Kumar Hits

Bhikhari Bala - Hare Nama Krushna Nama текст песни

Исполнитель: Bhikhari Bala

альбом: Khanjani Bhajan


ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ
ହଟିଯିବ ରିପୁ ଭୟ
ହରି ପାଦେ ଲଗା ଧ୍ୟାନ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ
ହଟିଯିବ ରିପୁ ଭୟ
ହଟିଯିବ ରିପୁ ଭୟ
ହରି ପାଦେ ଲଗା ଧ୍ୟାନ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ

ହିଂସା ଅହଂକାର କରି
ହରି ଭଜିଲେ ନତରି
ହୋଇଣ ପାଷାଣ ପରି
ସହିଲେ ଯିବୁ ତରିଣ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ

ହେଲେ ହେଉ ଦୁଃଖ-କଷ୍ଟ
ହତାଶ ନହୋଇ ଚିନ୍ତ
ହୋଇ ସଦା ଶୁଦ୍ଧଚିତ୍ତ
କର ସେ ନାଁ ଭଜନ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ

କୁନ୍ଦରିଆ ବ୍ରଜପତି
ହଟହଟା କରୁଥାନ୍ତି
ହାତ ଯୋଡ଼େ ମଧୁ ନୀତି
ସେ ଭାବେ ହୁଅ ମଗନ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ
ହଟିଯିବ ରିପୁ ଭୟ
ହଟିଯିବ ରିପୁ ଭୟ
ହରି ପାଦେ ଲଗା ଧ୍ୟାନ
ହରଷେ ଭଜ ରେ ମନ
ହରେ ନାମ, କୃଷ୍ଣ ନାମ
ହରଷେ ଭଜ ରେ ମନ

Поcмотреть все песни артиста

Другие альбомы исполнителя

Похожие исполнители