Bhikhari Bala - Krushna Gobinda Nama текст песни
Исполнитель:
Bhikhari Bala
альбом: Khanjani Bhajan
କୃଷ୍ଣ ଗୋବିନ୍ଦ ନାମ
ଭଜ ରେ, ଭଜ ରେ ମତି
ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
ଆଦର କରିଣ ନୀତି ଗାଅ ସେ ଗୁଣ କିରତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
ଆଦର କରିଣ ନୀତି ଗାଅ ସେ ଗୁଣ କିରତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
ମନ ରେ, ମନ ରେ
ନବୀନ ନିରଦ ଜିଣି ଆହା କି ସୁନ୍ଦର ମୂର୍ତ୍ତି
ସେହି ଗୋଭକୋତ ନେତ୍ର ଆନନ୍ଦ ପ୍ରେମ ସମ୍ପତି
ଭକତି କର ସେ ସଜ, ସରଜ ବରଣ ଚିନ୍ତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
♪
ଅମୂଲ୍ୟ ଧନଟି ନାମ, ନାମଟି ସୁଖ ସମ୍ବଳ
ସେ ସୁଖେ ନ ମଜି କିଆଁ ଦୁଃଖ ଭବେ ହେଉ ଭଳା?
ଦି ଦିନ ସିନା ଏ ମାୟା, ଭବର ବିଭବ ଇତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
♪
ମନ ରେ, ମନ ରେ
ଯୋଗ ଜାଗ ତୀର୍ଥ ବ୍ୟଥ ମନ୍ତ୍ର ତନ୍ତ୍ରେ ନ ଭୁଲ
ଭଜ ସଦା କୃଷ୍ଣ କୁଷ୍ଣ, ଚିନ୍ତ କୃଷ୍ଣ ପୟର
କହେ ମଧୁଦାସ ମନ, ନାମ ବ୍ରହ୍ମେ କର ପ୍ରୀତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
ଆଦର କରିଣ ନୀତି ଗାଅ ସେ ଗୁଣ କିରତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
କୃଷ୍ଣ ଗୋବିନ୍ଦ ନାମ ଭଜ ରେ, ଭଜ ରେ ମତି
Поcмотреть все песни артиста
Другие альбомы исполнителя