Bhikhari Bala - Jaga Kaliaa текст песни
Исполнитель:
Bhikhari Bala
альбом: Bhakti Chandana
ଜଗା କାଳିଆରେ, ଜଗା କାଳିଆ
♪
ଜଗା କାଳିଆରେ, ଜଗା କାଳିଆ
ତୁ ଯେବେ କରିବୁରେ ମତେ ଆଜି ଲୋକହସା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ଜଗା କାଳିଆରେ, ଜଗା କାଳିଆ
♪
ଦୁଃଖୀ ଦୁଃଖ ଶୁଣୁ ବୋଲି ନାମ ଦୁଃଖହାରି
ମୋ ଦୁଃଖ ବେଳକୁ ପ୍ରଭୁ ହେଉଛୁ ଭଗାରି
ଦୁଃଖୀ ଦୁଃଖ ଶୁଣୁ ବୋଲି ନାମ ଦୁଃଖହାରି
ମୋ ଦୁଃଖ ବେଳକୁ ପ୍ରଭୁ ହେଉଛୁ ଭଗାରି
ତତେ ବା କାହିଁକି କିଏ କରିବ ଭରସା
ତତେ ବା କାହିଁକି କିଏ କରିବ ଆଉ ଭରସା
ଜଗା କାଳିଆରେ, ଜଗା କାଳିଆ
ତୁ ଯେବେ କରିବୁରେ ମତେ ଆଜି ଲୋକହସା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ଜଗା କାଳିଆରେ, ଜଗା କାଳିଆ
♪
ଦେଇ-ଦେଇ ବୋଲାଉଛୁ ଦାତା ଜଗତରେ
ମୋତେ ଦେବା ପାଇଁ କିଛି ନାହିଁ ତୋ ଭଣ୍ଡାରେ
ଦେଇ-ଦେଇ ବୋଲାଉଛୁ ଦାତା ଜଗତରେ
ମୋତେ ଦେବା ପାଇଁ କିଛି ନାହିଁ ତୋ ଭଣ୍ଡାରେ
କେଉଁ ଅପରାଧେ କହ କରୁଛୁ ନିରାଶା
କେଉଁ ଅପରାଧେ କହ କରୁଛୁ ମତେ ନିରାଶା
ଜଗା କାଳିଆରେ, ଜଗା କାଳିଆ
ତୁ ଯେବେ କରିବୁରେ ମତେ ଆଜି ଲୋକହସା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ସମର୍ପିବି ଏ ଜୀବନ, ନ ରଖିବି ତୋର ଆଶା
ଜଗା କାଳିଆରେ, ଜଗା କାଳିଆ
ଜଗା କାଳିଆରେ, ଜଗା କାଳିଆ
Поcмотреть все песни артиста
Другие альбомы исполнителя