Babul Bose - Chhitki Gale текст песни
Исполнитель:
Babul Bose
альбом: Surya
ହୋ-ହୋ, ହୋହୋ-ହୋ
ହୋହୋ-ହୋ, ହୋହୋ-ହୋ
ହୋ, ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ପାହାଡ଼ ପରେ ପାହାଡ଼, ନଦୀ ଏପାରି ସେପାରି
ଖୁସି ଖବର ଦବା ଆଗରୁ ସଭିଏଁ ଜାଣି ଗଲେ ରେ
ଓ, ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ପାହାଡ଼ ପରେ ପାହାଡ଼, ନଦୀ ଏପାରି ସେପାରି
ଖୁସି ଖବର ହବା ଆଗରୁ ସଭିଏଁ ଜାଣି ଗଲେ ରେ
ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
♪
ଖୋଜି ପାଇଲି ଅନେକ ଦିନ ପରେ, ତମ ମନର ମଝିରେ
ଭାବିଛି ତୁମ କଥା ମୁଁ ସକାଳ ସଞ୍ଜରେ
ଓ, ଖୋଜି ପାଇଲି ଅନେକ ଦିନ ପରେ, ମୋ ମନର ମଝିରେ
ଭାବିଛି ତୁମ କଥା ମୁଁ ସକାଳ ସଞ୍ଜରେ
ବନ୍ଧ ଭଙ୍ଗା ଏଇ ଖୁସିରେ, ମନ ହାରିବା ଖେଳରେ
ମନ ମୋର ତୁମ ସାଥେ ହଜି ଯିବାକୁ ଚାହେଁ ରେ
ହୋ, ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
♪
ନୂଆ କରି ବରଣ କରି ନେଲି, ତୁମକୁ ପ୍ରଦୀପ ଜାଳି
ଆସ ଜୀବନେ ମୋର, ଏ ମନ ତୁମ କାଳି
ନୂଆ କରି ବରଣ କରିନେଲି, ତୁମକୁ ପ୍ରଦୀପ ଜାଳି
ଆସ ଜୀବନେ ମୋର, ଏ ମନ ତୁମ କାଳି
ଏମିତି ମଧୁର ଲଗନେ, ହୃଦୟ ଜଣାଇ ଗୋପନେ
ବନ୍ଦ ମନର ଦୁଆର ଖୋଲି, କିଏ ଯେ କହି ଯାଏ ରେ?
ହୋ, ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ପାହାଡ ପରେ ପାହାଡ଼, ନଦୀ ଏପାରି ସେପାରି
ଖୁସି ଖବର ଦବା ଆଗରୁ ସଭିଏଁ ଜାଣି ଗଲ ରେ
ଛିଟକି ଗଲେ ଭଲ ପାଇବା ନୀଳ ଆକାଶ ଦେହରେ
ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ହୋ, ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
ହୋ, ଯେମିତି ତୁମେ ଡାକିଲ ପାଶେ ପ୍ରେମ ଇଶରାରେ
Поcмотреть все песни артиста
Другие альбомы исполнителя