Bhikari Bal - Tu Eka Nauria текст песни
Исполнитель:
Bhikari Bal
альбом: Punarjanma
ତୁ ଏକା ନାଉରିଆ
ତୁ ଏକା ନାଉରିଆ
ଅଥଳ ନୀରେ, ତୁ ଏକା ନାଉରିଆ
ତୋ ବିନା କେ ଅଛି ରେ?
ତୋ ବିନା କେ ଅଛି ରେ?
ମୋ ତରି ଲଗାଏ ଧୀରେ
ତୁ ଏକା ନାଉରିଆ
ଅଥଳ ନୀରେ, ତୁ ଏକା ନାଉରିଆ
♪
ଜାଣେନା କାହିଁ ଥାଉ କେତେ ଦୂରେକା
ଭରମେ ଥରେ ହେଲେ ଧରିନି ତୋ ନାଁ
ଶୁଣିଛି ଲୋକ ମୁଖେ
ଶୁଣିଛି ଲୋକ ମୁଖେ
ତୋ ଘର ସବୁରି ଘରେ
ତୁ ଏକା ନାଉରିଆ
ଅଥଳ ନୀରେ, ତୁ ଏକା ନାଉରିଆ
♪
ସୁଖରେ ଖୋଜି ନାହିଁ, ଡ଼ାକୁଛି ଦୁଃଖେ ଆଜି
ମୋ ଟାଣ, ଦମ୍ଭ ଯେତେ ସବୁ ଗଲାରୁ ଭାଜି
ସମ୍ପିଲି ପାଦେ ତୋର
ସମ୍ପିଲି ପାଦେ ତୋର
ରଖ, ମାର, ତୋ ଖୁସିରେ
ତୁ ଏକା ନାଉରିଆ
ଅଥଳ ନୀରେ, ତୁ ଏକା ନାଉରିଆ
ତୋ ବିନା କେ ଅଛି ରେ?
ତୋ ବିନା କେ ଅଛି ରେ?
ମୋ ତରି ଲଗାଏ ଧୀରେ
ତୁ ଏକା ନାଉରିଆ
ଅଥଳ ନୀରେ, ତୁ ଏକା ନାଉରିଆ
ତୁ ଏକା ନାଉରିଆ, ତୁ ଏକା ନାଉରିଆ
Поcмотреть все песни артиста
Другие альбомы исполнителя