Kishore Kumar Hits

Bhikari Bal - Puneyee Paraba текст песни

Исполнитель: Bhikari Bal

альбом: Sriskhetra Thakura


ପୁନେଇପରବ, ଓଷା, ଉପାସ, ବ୍ରତ
ପୁନେଇପରବ, ଓଷା, ଉପାସ, ବ୍ରତ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସମର୍ପି ଦେଇଛି ସବୁ ଟେକି ମୋ ହାତ
ସମର୍ପି ଦେଇଛି ସବୁ ଟେକି ମୋ ହାତ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
(ହରିବୋଲ)

ସର୍ବରିଷ୍ଟ, ଗ୍ରହକଷ୍ଟ ହୁଏ ଖଣ୍ଡନ
ଡ଼ାକି ଦେଲେ ମହାପ୍ରଭୁ ଚକାନୟନ
ଅମାବାସ୍ୟା, ଘାତଚନ୍ଦ୍ର ହେଉ ମାସନ୍ତ
ଭୟ ନାହିଁ ସୁମରିଲେ ଜଗତ ନାଥ
ଭୟ ନାହିଁ ସୁମରିଲେ ଜଗତ ନାଥ
ସର୍ବ ମଙ୍ଗଳ ମୋ ପ୍ରଭୁ ଜଗତ ନାଥ
ସର୍ବ ମଙ୍ଗଳ ମୋ ପ୍ରଭୁ ଜଗତ ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
(ହରିବୋଲ)

ପୂଜାଫୁଲ, ଧୂପଦୀପ ଭୋଗ ଆଳତି
ସବୁଥିରେ ଦେଖେ ସେଇ କଳା ମୂରତି
ତାଙ୍କ ବିନା ନାହିଁ ମୋର ଗତି ମୁକତି
ସେହି ମୋର ସବୁ ସୁଖ, ସବୁ ସମ୍ପତି
ସେହି ମୋର ସବୁ ସୁଖ, ସବୁ ସମ୍ପତି
ଇହକାଳ, ପରକାଳ ସବୁ ସେହିତ
ଇହକାଳ, ପରକାଳ ସବୁ ସେହିତ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ପୁନେଇପରବ, ଓଷା, ଉପାସ, ବ୍ରତ
ପୁନେଇପରବ, ଓଷା, ଉପାସ, ବ୍ରତ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସମର୍ପି ଦେଇଛି ସବୁ ଟେକି ମୋ ହାତ
ସମର୍ପି ଦେଇଛି ସବୁ ଟେକି ମୋ ହାତ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ
ସବୁ ମୋର ଜଗନ୍ନାଥ-ଜଗନ୍ନାଥ

Поcмотреть все песни артиста

Другие альбомы исполнителя

Похожие исполнители