Bhikari Bal - Mahu Bahu текст песни
Исполнитель:
Bhikari Bal
альбом: Sriskhetra Thakura
ମହାବାହୁ, ମହାବାହୁ
ସୁଖ ମାଗିବିନି ଆଉ
ମହାବାହୁ, ମହାବାହୁ
ସୁଖ ମାଗିବିନି ଆଉ
ସୁଖରେ ଥାଇ ମୁଁ ତତେ ହଜାଇଲି
ସୁଖରେ ଥାଇ ମୁଁ ତତେ ହଜାଇଲି
ସେ ସୁଖ ମୋ ପୋଡ଼ି ଯାଉ
ସୁଖ ମାଗିବିନି ଆଉ
ମହାବାହୁ, ମହାବାହୁ
ସୁଖ ମାଗିବିନି ଆଉ
♪
ଚାହିଁଛି ଯେତେ ପାଇଛି ସେତେ
କରିଛୁ ଋଣି ମୋତେ
ଚାହିଁଛି ଯେତେ ପାଇଛି ସେତେ
କରିଛୁ ଋଣି ମୋତେ
ଚାରି ହାତରେ ଦେଇଛୁ ଯେତେ
କି ନେବି ଦୁଇ ହାତେ
ଚାରି ହାତରେ ଦେଇଛୁ ଯେତେ
କି ନେବି ଦୁଇ ହାତେ
ସୁଖକୁ ଲାଗୁଛି ଡ଼ର
ତୁ କାଳେ ହେବୁ ରେ ପର
ସୁଖକୁ ଲାଗୁଛି ଡ଼ର
ତୁ କାଳେ ହେବୁ ରେ ପର
ମହାବାହୁ, ମହାବାହୁ
ହସ ପଛେ ଲୁହ ହେଉ
ମହାବାହୁ, ମହାବାହୁ
ହସ ପଛେ ଲୁହ ହେଉ
ଲୁହ ଛଳଛଳ ଏ ଆଖିରେ ମୋର
ଲୁହ ଛଳଛଳ ଏ ଆଖିରେ ମୋର
ମୁହଁ ତୋର ଦିଶୁ ଥାଉ
ସୁଖ ମାଗିବିନି ଆଉ
ମହାବାହୁ, ମହାବାହୁ
ସୁଖ ମାଗିବିନି ଆଉ
♪
ସୁଖ ତ କେବେ କାହାରି ସାଥେ
ମଶାଣି ଯାଏ ନାହିଁ
ସୁଖ ତ କେବେ କାହାରି ସାଥେ
ମଶାଣି ଯାଏ ନାହିଁ
ତୁ ଯାଉ ସାଥେ ଷଠୀ ଘରରୁ
ଜଳିବା ଯାଏ ଜୁଇ
ତୁ ଯାଉ ସାଥେ ଷଠୀ ଘରରୁ
ଜଳିବା ଯାଏ ଜୁଇ
ଦୁଃଖରେ ବୁଡ଼ଉ ଥିବୁ
ତୋ ଦାଣ୍ଡେ ଗଡ଼ଉ ଥିବୁ
ଦୁଃଖରେ ବୁଡ଼ଉ ଥିବୁ
ତୋ ଦାଣ୍ଡେ ଗଡ଼ଉ ଥିବୁ
ମହାବାହୁ, ମହାବାହୁ
ଏମିତି ଏ ଜୀବ ଯାଉ
ମହାବାହୁ, ମହାବାହୁ
ଏମିତି ଏ ଜୀବ ଯାଉ
ଜିଇଁ ରହି ତତେ ଭଜି ନ ପାରିଲେ
ଜିଇଁ ରହି ତତେ ଭଜି ନ ପାରିଲେ
ସିଏ କି ଜୀବନ ଆଉ
ସୁଖ ମାଗିବିନି ଆଉ
ମହାବାହୁ, ମହାବାହୁ
ସୁଖ ମାଗିବିନି ଆଉ
ସୁଖ ମାଗିବିନି ଆଉ
ସୁଖ ମାଗିବିନି ଆଉ
Поcмотреть все песни артиста
Другие альбомы исполнителя