Bhikari Bal - Dhaga Sundara текст песни
Исполнитель:
Bhikari Bal
альбом: Sankhachakra
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳି ଢଳି ମଣି ବିମାନରେ ଚଢ଼ି
ଜଳି ଢଳି ମଣି ବିମାନରେ ଚଢି
ଯାଉଛି ହଲାଇ ମାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ
ଧରି କମଣ୍ଡଳୁ ହାତ
ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ବନୀ
କମ୍ପିଉଠୁଛି ଜଗତ
ଜିକା ବାଜୁଅଛି ନରେନ୍ଦ୍ର ତଟରେ
ଢକା ବାଜୁଅଛି ନରେନ୍ଦ୍ର ତଟରେ
ହେଉଛି ଚନ୍ଦନ ଯାତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢେଉ ପରି ନରନାରୀ ଛୁଟିଛନ୍ତି
ଦେଖିବେ ଚାପେ ନାଥ
ଢମପଣେ ମଲ୍ଲୀମାଳକୁ ଝୁଲାଇ
ହଲାଇ ଚାଲନ୍ତି ବାଟ
ଜୁଳୁ ଜୁକୁ ଆଖି ବଟା ଭାଙ୍ଗ ଚାଖି
କୁଳୁ କୁଳୁ ଆଖୁ ବଟା ଭାଙ୍ଗ ଚାଖି
ଆମୋଦେ କରନ୍ତି ସଙ୍ଗୀତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ
ଲୋଟାନ୍ତି ଶ୍ରୀପଦେ ମାଥ
ଜିମା ପଥର ହେ ଚାପଭୋଗ ସାରି
କର ନୀଳାଦ୍ରି ମଣ୍ଡିତ
ଢାଳି ନେତ୍ରବାରେ ଅନା ଏ ଦାସରେ
ଢାଳି ନେତ୍ରବାରେ ଅନା ଏ ଦାସରେ
ପ୍ରସାରି ଅଭୟ ହାତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଳି ଢ଼ଳି ମଣି ବିମାନରେ ଚଢ଼ି
ଢ଼ଳି ଢଳି ମଣି ବିମାନରେ ଚଢ଼ି
ଯାଉଛ ହଲାଇ ମାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ
Поcмотреть все песни артиста
Другие альбомы исполнителя