Bhikari Bal - Michhe Sinamail Daki Daki текст песни
Исполнитель:
Bhikari Bal
альбом: Oriya Bhakti Pushpanjali
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
ଶୁଣିବାକୁ ଦୁଃଖ ମୋର
କାନ ତ କଲ ପଥର
ଶକତି ନାହିଁ ତୁମର ତାରିବାକୁ ଦୁଃଖୀ ହେ ଚକାଆଖି
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
♪
ଡ଼ରିମରି ଲୋକ କହେ ତୁମେ ଦୁଃଖହାରି, ତୁମେ ଦୁଃଖହାରି
ଆଖି ଛୁଇଁ କହ ଦୁଃଖ ହରିଛ କାହାରି ପ୍ରଭୁ, ହରିଛ କାହାରି?
ସତ ମୁଁ କହୁଛି ବୋଲି ଦେବି କୋଟି ସାକ୍ଷି ହେ ଚକାଆଖି
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
♪
ରାଧାକୁ ଝୁରାଇ ତୁମେ ମାରିଛ କି ନାହିଁ, ମାରିଛ କି ନାହିଁ?
ପରେ ଯେ ତୁମରି ଆଶ କାନ୍ଦି ମରେ ସେହି, ପ୍ରଭୁ କାନ୍ଦି ମରେ ସେହି
ବଖାଣି ବସିଲେ ତୁମ ଗୁଣ ସରିବ କି? ହେ ଚକାଆଖି
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
ମିଛେ ସିନା ମଲି ଡ଼ାକି-ଡ଼ାକି, ହେ, ଚକାଆଖି
Поcмотреть все песни артиста
Другие альбомы исполнителя