Bhikari Bal - Dasia Nadia текст песни
Исполнитель:
Bhikari Bal
альбом: Saradha Bali Bhajan
ଦାସିଆ ନଡ଼ିଆ ସିନା...
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆ ରେ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆ ରେ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
♪
ଘଣ୍ଟ, ଘଣ୍ଟା, କୋଳ, ତାଳ
ତତେ ସିନା ଲାଗେ ଭଲ
ଘଣ୍ଟ, ଘଣ୍ଟା, କୋଳ, ତାଳ
ତତେ ସିନା ଲାଗେ ଭଲ
ମୋତେ ଭଲ ଲାଗେ...
ମୋତେ ଭଲ ଲାଗେ ପଣ୍ଡା ବେତ ବାଡିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
♪
ହାତେ ତୋର ସୁଦର୍ଶନ
ଦିଶେ କେଡ଼େ ଶୋଭାବନ
ହାତେ ତୋର ସୁଦର୍ଶନ
ଦିଶେ କେଡ଼େ ଶୋଭାବନ
ହାତେ ତୋର ସୁଦର୍ଶନ
ଦିଶେ କେଡ଼େ ଶୋଭାବନ
ମୋ ହାତେ ଖଞ୍ଜଣି ଶୋଭା
ମୋ ହାତେ ଖଞ୍ଜଣି ଶୋଭା
ମୋ ହାତେ ଖଞ୍ଜଣି ଶୋଭା, ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆ ରେ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
♪
ରାଧିକା ମୋହନ ବେଶ
ତତେ ଲାଗଇ ସରସ
ରାଧିକା ମୋହନ ବେଶ
ତତେ ଲାଗଇ ସରସ
ରାଧିକା ମୋହନ ବେଶ
ତତେ ଲାଗଇ ସରସ
ତୋ ଦୁଆରେ ଯୋଗୀ ବେଶ, କାଳିଆ ରେ
ତୋ ଦୁଆରେ ଯୋଗୀ ବେଶ
ତୋ ଦୁଆରେ ଯୋଗୀ ବେଶ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ଦାସିଆ ନଡ଼ିଆ ସିନା
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆ ରେ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆ ରେ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
Поcмотреть все песни артиста
Другие альбомы исполнителя