Bhikari Bal - Sathie Pouti Bhogaru текст песни
Исполнитель:
Bhikari Bal
альбом: Saradha Bali Bhajan
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମତେ?
କୁହ ତେବେ କେଉଁ ଅପରାଧେ ମତେ?
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
♪
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
♪
ଭିକାରି କରିବା ଯେବେ ତୁମ ଇଛା
ଭିକାରି କରିବା ଯେବେ ତୁମ ଇଛା
ନାହିଁ ମୋ ମନରେ ଦୁଃଖ
ସିଂହଦ୍ୱାର ବିନା ଆନ ଦୁଆରକୁ
ସିଂହଦ୍ୱାର ବିନା ଆନ ଦୁଆରକୁ
ମୁଁ ମାଗି ଯିବି ନାହିଁ ଭିକ
ଆହେ ଇଛାମୟ ଇଚ୍ଛାରେ ତୁମରି
ଆହେ ଇଛାମୟ ଇଚ୍ଛାରେ ତୁମରି
ଦିଅ ମୋର ଥାଳ ଭରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
♪
ଜାଣିଶୁଣି ଯେବେ ଚେଇଁ ଶୋଇଥିବ
ପ୍ରଭୁ ହେ, ପ୍ରଭୁ
ଜାଣିଶୁଣି ଯେବେ ଚେଇଁ ଶୋଇଥିବ
ମୁଁ କହିବି କାହାକୁ ଆଉ?
ଆଉ କାହା ପାଖେ ପତାଇବି ହାତ
ତୁମେ ପ୍ରଭୁ ଥାଉ-ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଏ ବଡଦାଣ୍ଡେ ଛାଡ଼ି ହୁରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
Поcмотреть все песни артиста
Другие альбомы исполнителя